ଆଜିଠୁ ୪ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ

ଆଜିଠୁ ୪ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ | PM ହେବା ପରେ ପ୍ରଥମ ଥର ଭାରତ ଆସୁଛନ୍ତି, PM ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସୁଛନ୍ତି | ଦିନ ୨ଟା ୫୦ରେ ଦିଲ୍ଲୀ ବିମାନବନ୍ଦରେ ପହଞ୍ଚିବେ, ଗସ୍ତ ସମୟରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିବେ | ୨ଦେଶର ସମ୍ପର୍କ ନେଇ ମୋଦିଙ୍କ ସହ ଆଲୋଚନା |

Leave a Reply

Your email address will not be published. Required fields are marked *