୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ଭୁବନେଶ୍ବର ତମାଣ୍ଡୋ ସ୍ଥିତ ବ୍ରହ୍ମ କୁମାରୀ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |

୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ଭୁବନେଶ୍ବର ତମାଣ୍ଡୋ ସ୍ଥିତ ବ୍ରହ୍ମ କୁମାରୀ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ବ୍ରହ୍ମ କୁମାରୀ ସେଣ୍ଟରର ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା ସହ ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ନ ୪ଟା ୨୫ରେ ଦିଲ୍ଲୀ ଫେରିଯିବେ |

Leave a Reply

Your email address will not be published. Required fields are marked *