ରାୟଗଡା କଲ୍ୟାଣସିଂହପୁର ଉପରସାଜା ନିକଟରେ ନିର୍ମାଣଧୀନ ପୋଲ ଭୁଶୁଡି ୫ ଜଣଙ୍କ ମୃତ୍ୟୁ

ରାୟଗଡା: ରାୟଗଡା କଲ୍ୟାଣସିଂହପୁର ଉପରସାଜା ନିକଟରେ ସୋମବାର ଏକ ବଡ ଅଘଟଣ ଘଟିଛି । ନିର୍ମାଣଧୀନ କଲଭର୍ଟ ଭୁଶୁଡି ୫ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତଳେ ଗାଧୋଉଥିବା ବେଳେ କଲଭର୍ଟଟି ଭୁଶୁଡି ପଡିବାରୁ ଏହି ଅଘଟଣ ଘଟିଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *