କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ କଲା EOW

ଭୁବନେଶ୍ୱର: କ୍ରିପ୍ଚୋ ଚିଟ୍‌ଫଣ୍ଡ ସ୍କାମରେ ଆଉ ଜଣେ ଗିରଫ, ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ କଲା EOW, ରତ୍ନାକର କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟରୁ ଏମ୍‌ଟେକ୍‌ କରିଥିବା ସୂଚନା, ୟୁଟ୍ୟୁବ ଚ୍ୟାନେଲ୍ ଖୋଲି କ୍ରିପ୍ଚୋ ଚିଟ୍‌ଫଣ୍ଡର ପ୍ରଚାର କରୁଥିଲା |

Leave a Reply

Your email address will not be published. Required fields are marked *