ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅଧୀନ ରାଜବାଟୀ ଅଞ୍ଚଳରେ ହନୁମାନ ପଇସା ଡିଲ୍‌ ପୂର୍ବରୁ ମାଡି ବସିଲା ପୁଲିସ । ପଶ୍ଚିମବଙ୍ଗର ଜଣେ, ଓଡ଼ିଶାର ୨ ଅଭିଯୁକ୍ତ ଗିରଫ । ୩ଟି ହନୁମାନ ପଇସା ସହ ୩ଟି ପୁରାତନ ମୁଦ୍ରା ଓ ୧ ବିଦେଶୀ ମୁଦ୍ରା ଜବତ ।

Leave a Reply

Your email address will not be published. Required fields are marked *