ବାରିପଦା ବେତନଟୀ ସଦର ଷ୍ଟେସନ ନିକଟ ରେଳଧାରଣା ଉପରେ ଭାଙ୍ଗି ପଡିଗଲା ବିଶାଳକାୟ ଶାଳଗଛ

ବାରିପଦା ବେତନଟୀ ସଦର ଷ୍ଟେସନ ନିକଟ ରେଳଧାରଣା ଉପରେ ଭାଙ୍ଗି ପଡିଗଲା ବିଶାଳକାୟ ଶାଳଗଛ । ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ। ଶାଳଗଛ ପଡିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାଘାତ ହେବା ଯୋଗୁଁ ରୁପ୍ସାରୁ ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଧ୍ୟରେ ଅଟକି ରହିଛି ।

Leave a Reply

Your email address will not be published. Required fields are marked *