- ମାଲକାନଗିରି ଜିଲ୍ଲା କାଲିମେଳାର ଏମ୍ଭି-୨୩ ନିକଟରେ ଭ୍ୟାନ୍ ଧକ୍କାରେ ବାଇକ୍ରେ ଯାଉଥିବା ବାପା-ମାଆ ଓ ପୁଅ ମୃତ
- ତିତ୍ଲି ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ରେ ଅତି ପ୍ରବଳ ବର୍ଷା ଆଶଙ୍କା, ଅନ୍ୟ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ଯାଏ ସମୁଦ୍ରକୁ ନଯିବାକୁ ଧୀବରଙ୍କୁ ସତର୍କ ସୂଚନା