କଶ୍ମୀରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ସେନାର ଦୁଇ ଅଧିକାରୀ ଓ ଜମ୍ମୁ ଓ କଶ୍ମୀର ପୁଲିସର ଜଣେ ଡିଏସପି ସହିଦ ହୋଇଛନ୍ତି

କଶ୍ମୀରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ସେନାର ଦୁଇ ଅଧିକାରୀ ଓ ଜମ୍ମୁ ଓ କଶ୍ମୀର ପୁଲିସର ଜଣେ ଡିଏସପି ସହିଦ ହୋଇଛନ୍ତି । ସହିଦ ସେନାଧିକାରୀ ହେଲେ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶୀଷ ଧନଚକ । ସେହିପରି ଡିଏସପି ହୁମାୟୁନ ଭଟ୍ ସହିଦ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *