ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋ ବସ୍ ସହ କାର ଧକ୍କା ; ଜଣେ ମୃତ

ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋ ବସ୍ ସହ କାର ଧକ୍କା । ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତରଙ୍କ ମଧ୍ୟରୁ ୨ କଟକ ସ୍ଥାନାନ୍ତର । ମୃତକ ଜଣକ ହେଉଛନ୍ତି ପୁରୀ ଗୁଡ଼ିଆ ପୋଖରୀର ସତ୍ୟ ଦାସ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ମୋ ବସ୍ ଭିତରୁ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *