ଶେରଗଡ଼ ଥାନା ଶ୍ରୀରାମନଗର ଅଞ୍ଚଳରେ ବିଷାକ୍ତ ଖାଦ୍ୟଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ | ଚିକିତ୍ସାଧୀନ ଅବସ୍ଥାରେ ମା’ ସହ ୨ ପୁଅଙ୍କ ମୃତ୍ୟୁ, ଶାଶୁ ଗୁରୁତର | ମହିଳାଙ୍କ ସ୍ୱାମୀ ସୁସ୍ଥ ଥିବା ସୂଚନା, ମେଡିକାଲରେ ପୋଲିସର ତଦନ୍ତ ଆରମ୍ଭ |

Leave a Reply

Your email address will not be published. Required fields are marked *