ଓଡ଼ିଶାରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ |

ଓଡ଼ିଶାରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ | ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ୍‌ର ପୂର୍ଣ୍ଣ ଟ୍ରାଏଲ୍‌ ରନ୍‌, ସକାଳ ୫ଟାରେ ପୁରୀରୁ ବନ୍ଦେ ଭାରତର ଟ୍ରାଏଲ୍‌ ରନ୍ଆ ରମ୍ଭ , ଦିନ ୧୨ଟାରେ ୪୫ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ, ୨ଟା ୧୦ରେ ରାଉରକେଲାରୁ ପୁରୀ ବାହାରିବ , ରାତି ୯ଟା ୪୦ ମିନିଟରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ |

Leave a Reply

Your email address will not be published. Required fields are marked *