ଜାମ୍ମୁ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିର ବିପୁଳ ବିଜୟ

ଜାମ୍ମୁ : ଜାମ୍ମୁ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିକୁ  ବିପୁଳ ସଫଳତା ମିଳିଛି । ୭୫ ଆସନ ବିଶିଷ୍ଟ ଜାମ୍ମୁ ମ୍ୟୁନିସିପାଲ କର୍ପୋରେସନରେ ବିଜେପିକୁ ୪୫ଟି, କଂଗ୍ରେସକୁ ୧୪ଟି  ଆସନ ମିଳିଥିବାବେଳେ  ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ୧୮ଟି ଆସୁନ ମିଳିଛି । ସେହିପରି ୭୪ ଆସନ ବିଶିଷ୍ଟ ଶ୍ରୀନଗର ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ୪୯ଟି ଆସନ ଜିତିଥିବାବେଳେ କଂଗ୍ରେସ ୧୨ଟି ଓ ବିଜେପି ୪ଟି ଆସନ ଜିତିଛି । ଏହା ଫଳରେ  ଶ୍ରୀନଗର ମ୍ୟୁନିସିପାଲ କର୍ପୋରେସନ  ରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହି ଦଳ ଅନ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ସହାୟତା ନେବା ବୋଲି ସଂକେତ ଦେଇଛି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.