୪୦ରେ ‘ସମ୍ବାଦ’: ଆରମ୍ଭ ହେଲା ସମ୍ବାଦର ବାର୍ଷିକ ଉତ୍ସବ। କାର୍ଯ୍ୟକ୍ରମରେ ଯୁବ ବ୍ୟାପାର,କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ l କାର୍ଯ୍ୟକ୍ରମ‌ରେ ସଭାପତିତ୍ବ କରୁଛନ୍ତି ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ।

Leave a Reply

Your email address will not be published. Required fields are marked *