ବ୍ରହ୍ମପୁର ଉପକଣ୍ଠ ଲାଉଡ଼ିଗାଁର ଏକ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ଗତ ୨୫ଦିନ ହେଲା କ୍ୟାମ୍ପସକୁ ଆସିଥିଲେ ଛାତ୍ର | ମୃତକ ବାଲେଶ୍ଵର ଡୁମାଡ଼ିହି ଗାଁର ମକର ମୁର୍ମୁ | ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଆରମ୍ଭ |

Leave a Reply

Your email address will not be published. Required fields are marked *