ଏଠି ପୁରୁଷଙ୍କୁ ଅପହରଣ କରି ବଳାତ୍କାର କରନ୍ତି ମହିଳା..

ଆଫ୍ରିକାର ଗିନିଆ ଅଞ୍ଚଳରେ ମହିଳାଙ୍କ ଅନୁସାରେ ଶାସନ ଚାଲିଥାଏ। ମହିଳା ଚାହିଁଲେ ଯେ କୌଣସି ପୁରୁଷଙ୍କୁ ବଳାତ୍କାର କରିପାରିବେ।  ପସନ୍ଦ ଆସୁଥିବା ପୁରୁଷଙ୍କ ସହିତ ମହିଳା ବିନା ସଙ୍କୋଚରେ ରାସ୍ତା ଘାଟ ଯେ କୌଣସି ସ୍ଥାନରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି। ପୁରୁଷ ଏହାର ବିରୋଧ କଲେ ନାନା ପ୍ରକାର ନିର୍ଯାତନା ଭୋଗ କରିବାକୁ ପଡ଼େ। ପ୍ରତିବର୍ଷ ଏଠାରେ ବାସ କରୁଥିବା ଜନଜାତି ସମ୍ପ୍ରଦାୟ ୟମ ନାମକ ଏକ ଉତ୍ସବ ପାଳନ କରିଥାନ୍ତି। ଏହି ଉତ୍ସବରେ ଯୁବତୀମାନେ ଲୁଚି ରହି ଯୁବକଙ୍କୁ ଅପେକ୍ଷା କରନ୍ତି। ନିଜ ପସନ୍ଦର ଯୁବକ ମିଳିଲେ ତାକୁ ଅପହରଣ କରି ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>