ଶିମିଳିପାଳରେ ବାଘ ଗଣନା ଆରମ୍ଭ

ଶିମିଳିପାଳରେ ବାଘ ଗଣନା ଆରମ୍ଭ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୬ଟି ରେଞ୍ଜରେ ଥିବା ୧୭୩ଟି ବିଟ୍ ସମେତ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଆରମ୍ଭ ହୋଇଥିବା ବାଘ ଗଣନା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା ହେବ ।

Leave a Reply

Your email address will not be published. Required fields are marked *