ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ନିର୍ବାଚନ; ବାର୍ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ନିର୍ବାଚନ ସ୍ଥଗିତ

ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ନିର୍ବାଚନ; ବାର୍ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ନିର୍ବାଚନ ସ୍ଥଗିତ | ଆସନ୍ତାକାଲି ହୋଇଥାନ୍ତା ବାର୍ କାଉନସିଲ ନିର୍ବାଚନ | ନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରାଯାଇଥିବା ଅଭିଯୋଗ | ଅଭିଯୋଗର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ | ୩୦ ଦିନରେ ତଦନ୍ତ ସାରିବାକୁୁ ନିର୍ଦେଶ |

Leave a Reply

Your email address will not be published. Required fields are marked *