ତଳମୁହାଁ ହେବ ପାରଦ, ଦିନକ ପରେ ଶୀତ ସମ୍ଭାବନା | ୨୪ ଘଣ୍ଟାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ | ପରବର୍ତ୍ତୀ ସମୟରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ଖସିବା ସମ୍ଭାବନା | ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା |

Leave a Reply

Your email address will not be published. Required fields are marked *