କୋରାପୁଟ ଓ ଜୟପୁର ମଧ୍ୟରେ ଜରଟି ରେଳ ଷ୍ଟେସନ ନିକଟରେ ୨ ଜଣଙ୍କ ମୃତଦେହ ଉଦ୍ଧାର |

କୋରାପୁଟ ଓ ଜୟପୁର ମଧ୍ୟରେ ଜରଟି ରେଳ ଷ୍ଟେସନ ନିକଟରେ ୨ ଜଣଙ୍କ ମୃତଦେହ ଉଦ୍ଧାର। ଉଭୟ ମୃତ ଶରୀର ଖଣ୍ଡ ବିଖଣ୍ଡିତ ହୋଇପଡିଛି । ଉକ୍ତ ଯୁବକ ୨ଜଣ ଆତ୍ମହତ୍ୟା କରିଛନ୍ତି ନା ରେଳରୁ ଡେଇଁ ଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ସ୍ପଷ୍ଟ ହୋଇନାହିଁ । ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *