ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ | ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ | ଭୋପାଳରେ ଶପଥ ପାଠ କରାଇଲେ ରାଜ୍ୟପାଳ | ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ, ବିଜେପି ସଭାପତି ନଡ୍ଡା ଉପସ୍ଥିତ |

Leave a Reply

Your email address will not be published. Required fields are marked *