ପରିବର୍ତ୍ତନ ହେବ ବାଲେଶ୍ବର ଷ୍ଟେସନ ନାମ

-ଖୁବଶୀଘ୍ର ପରିବର୍ତ୍ତନ ହେବ ବାଲେଶ୍ଵର ଷ୍ଟେସନର ଇଂରାଜୀ ନାମ
-BALASORE ନାମ ବଦଳରେ ହେବ BALESWAR
-ଦୁଇ ରୁ ତିନିଦିନ ମଧ୍ୟରେ ନାମ ପରିବର୍ତ୍ତନ ହେବ
-ଏନେଇ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Leave a Reply

Your email address will not be published. Required fields are marked *