ରାଜନୀତିରୁ ବିଦାୟ ନେଲେ ଦିଲ୍ଲୀ ସାଂସଦ ହର୍ଷବର୍ଦ୍ଧନ | ୩୦ ବର୍ଷର ରାଜନୀତି କ୍ୟାରିଅରରୁ ସନ୍ନ୍ୟାସ ନେଲେ | ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଲେ ହର୍ଷବର୍ଦ୍ଧନ | ଡାକ୍ତରୀ ପେଷାକୁ ପୁଣି ଫେରିବା ନେଇ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *