୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଦେଓଗାଁ BRC ମଧୂସୁଦନ ପଟେଲ

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଦେଓଗାଁ BRC ମଧୂସୁଦନ ପଟେଲ | ଶୌଚାଳୟ ନିର୍ମାଣ ପାଇଁ ବିଲ୍‌ ଦେବାକୁ ଲାଞ୍ଚ ନେଉଥିଲେ | ଧରାପଡ଼ିବା ପରେ ମଧୂସୁଦନଙ୍କ ବିଭିନ୍ନ ଠିକଣାରେ ରେଡ୍ |

Leave a Reply

Your email address will not be published. Required fields are marked *