୨୫ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

୨୫ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ସୋନପୁରରେ ଜନ ସମାବେଶକୁ ସମ୍ବୋଧନ କରିବେ | BJP ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ସୂଚନା | ସୋନପୁର ପରେ ଭୁବନେଶ୍ବରରେ ରହିଛି କାର୍ଯ୍ୟକ୍ରମ | ୨୫ ତାରିଖ ଅପରାହ୍ନରେ ସୋନପୁରରେ ପହଞ୍ଚିବେ | ସେଠାରେ ଜନସଭାକୁ ସମ୍ବୋଧନ କରିବେ | ସୋନପୁରରୁ ଆସି ଭୁବନେଶ୍ବରରେ ରାତ୍ରୀ ରହଣି କରିବେ | ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ |

Leave a Reply

Your email address will not be published. Required fields are marked *