ପ୍ରେସ୍‌ମିଟ୍‌ରେ ବିଦ୍ୟୁତ ଉପଭୋକ୍ତା ମହାସଂଘର ଅଭିଯୋଗ: ରାଜ୍ୟରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଏହାସତ୍ତ୍ବେ ବିଦ୍ୟୁତ ଦେୟ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି, ଏହାଦ୍ବାରା ୬୮ଲକ୍ଷ ଉପଭୋକ୍ତାଙ୍କ ଉପରେ ପଡ଼ିବ ବୋଝ, ଅଯୋଗ୍ୟ ଘରୋଇ କମ୍ପାନି ହାତରେ ସେସୁକୁ ବିକ୍ରି ପାଇଁ ମସୁଧା କରାଯାଉଛି

ଭୁବନେଶ୍ବର : ପ୍ରେସ୍‌ମିଟ୍‌ରେ ବିଦ୍ୟୁତ ଉପଭୋକ୍ତା ମହାସଂଘର ଅଭିଯୋଗ, ରାଜ୍ୟରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଏହାସତ୍ତ୍ବେ ବିଦ୍ୟୁତ ଦେୟ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି, ଏହାଦ୍ବାରା ୬୮ଲକ୍ଷ ଉପଭୋକ୍ତାଙ୍କ ଉପରେ ପଡ଼ିବ ବୋଝ, ଅଯୋଗ୍ୟ ଘରୋଇ କମ୍ପାନି ହାତରେ ସେସୁକୁ ବିକ୍ରି ପାଇଁ ମସୁଧା କରାଯାଉଛି , ପ୍ରେସମିଟ୍ ରେ ଉପସ୍ଥିତ ଥିଲେ ପୁର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ରବିଦାସ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.