ବିଜେଡିରେ ସାମିଲ ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁରରେ ପ୍ରେସ୍‌ମିଟ୍‌ କରି ଏଭଳି ଘୋଷଣା କଲେ ପ୍ରଦୀପ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଦୀପ ମାଝୀ, ରାଜ୍ୟକୁ ନବୀନ ପଟ୍ଟନାୟକ ସ୍ଥିର ସରକାର ଦେଇଛନ୍ତି: ପ୍ରଦୀପ, କଂଗ୍ରେସ ଛାଡ଼ିବା ପରେ ପ୍ରଦୀପ ମାଝୀଙ୍କ ପ୍ରେସମିଟ, କଂଗ୍ରେସ ଏବେ ବିଶ୍ବାସନୀୟତା ହରାଇଛି, ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିବାର ସମ୍ଭାବନା ନାହିଁ: ପ୍ରଦୀପ, ଦକ୍ଷିଣାଞ୍ଚଳର ବିକାଶ ପାଇଁ ବିଜେଡିରେ ସାମିଲ ହେବି: ପ୍ରଦୀପ ମାଝୀ

Leave a Reply

Your email address will not be published. Required fields are marked *