ମହାଲିଙ୍ଗ ସନ୍‌ସାଇନ୍ କଲେଜ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା, ଆଜି ସରୁଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି, ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର ହେବ ଗୋବିନ୍ଦ ସାହୁ, ଗତ ୨୦ ତାରିଖରୁ ୫ ଦିନିଆ ରିମାଣ୍ଡରେ ଥିଲା ଗୋବିନ୍ଦ

Leave a Reply

Your email address will not be published. Required fields are marked *