ମ୍ୟାଟ୍ରିକ ପରୀକ୍ଷା ରେ ପୁଣି ବିଭ୍ରାଟ । ମାଲକାନଗିରି ଜିଲ୍ଲାରେ ପରୀକ୍ଷାର୍ଥୀ ଙ୍କ ଗଣିତ ଉତ୍ତର ଖାତା ଗାଏବ ସୂଚନା । ଜିଲ୍ଲାର ପଡିଆ ଏସ ଏସ ଡି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଶତାଧିକ ଗଣିତ ଉତ୍ତର ଖାତା ଗାଏବ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ପଡିଆ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>