ଜନପଥ ଠାରେ ଓମେନ୍ସ ଏକ୍ସକ୍ଲୁସିଭ୍ ସୋ ରୁମ୍ ପନଘଟ ପ୍ୟାସନ ଉଦଘାଟିତ

ଭୁବନେଶ୍ବର : ଭୁବନେଶ୍ବର ଜନପଥ,  ଖାରଵେଳ ନଗର ଠାରେ ଓମେନ୍ସ ଏକ୍ସକ୍ଲୁସିଭ୍ ସୋ ରୁମ୍ ପନଘଟ ପ୍ୟାସନ ଓଲିିିିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସ୍ଵତନ୍ତ୍ର ଭାଵେ ଲେଡିଜ୍ ମାନଙ୍କ ପାଇଁ ଭୁଵନେଶ୍ବରରେ ଏହା ପ୍ରଥମ ଅତ୍ୟାଧୁନିକ ୨ ହଜାର ଵର୍ଗଫୁଟ୍ ର ଶୋ ରୁମ ଅଟେ। ଏଠାରେ ଵିଭିନ୍ନ ଭେରାଇଟର ଜିନ୍ସ, ସାଲଓ୍ଵାର, ଶାଢୀ, ଵ୍ରାଇଡାଲ ଆସେସୋରିଜ୍ , କୁର୍ତ୍ତି, ଟପ୍ସ, ଇଣ୍ଡୋ-ୟୁରୋପିଆନ ଡ୍ରେସ୍ ଇତ୍ୟାଦି ସୁଲଭ ମୁଲ୍ୟରେ ଉପଲବ୍ଧ‌ ହେଉଅଛ। ଏହି ଅବସରରେ ଭେରାଇଟି ଓ ଗ୍ରାହକ ସନ୍ତୁଷ୍ଟିକୁ ପ୍ରାଧାନ୍ୟ ଦିଆଯିଵ ବୋଲି ଏହାର ପ୍ରତିଷ୍ଠାତା ପ୍ରଭେସ ସୁଲତାନିଆ କହିଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>