କାମ ଆୟୁର୍ବେଦ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଷ୍ଟୋରର ଶୁଭାରମ୍ଭ

ଭୁବନେଶ୍ବର, ୫ ଅପ୍ରେଲ, ୨୦୧୯- କାମ ଆୟୁର୍ବେଦ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଷ୍ଟୋର ଶୁଭାରମ୍ଭ ହୋଇଯାଇଛି| ଭୁବନେଶ୍ବର ସ୍ଥିତ ଏକ୍ସପ୍ଲାନେଡ୍‌ ମଲ୍‌ ଠାରେ ଅତ୍ୟାଧୁନିକ ସୋ ରୁମ୍‌ରେ ଏହା ଉଦ୍‌ଘାଟିତ ହୋଇଯାଇଛି|

କାମ ଆୟୁର୍ବେଦ ୨୦୦୨ ମସିହାରେ ବିବେକ ସାହାଣୀ, ଦାଭେଚାଙ୍ଗ, ରାଜଶ୍ରୀ ପାଠୀ ଏବଂ ବିକ୍ରମ ଗୋୟେଲ ଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା| ପ୍ରତିଷ୍ଠାନ ଦ୍ବାରା ଘୋଷିତ ବିଭିନ୍ନ ପ୍ରକାର ପଦାର୍ଥ ଆୟୁର୍ବେଦର ପୂରାତନ ଭାରତୀୟ ଆୟୁ ବିଜ୍ଞାନରୁ ଆସିଅଛି ଯାହାକି କେବଳ ରୋଗର ଲକ୍ଷଣ ନ ହୋଇ ପୁରା ବ୍ୟକ୍ତିଙ୍କ ସୁସ୍ଥ ଅବସ୍ଥାକୁ ଶାରିରୀକ, ଭାବାବେଗତା, ଧାର୍ମିକ ତଥା ମାନସିକ ସ୍ଥିତିର ଏକତ୍ତ୍ବ ଉପରେ ଆଧାରିତ| ଏହାର ଦର୍ଶନ ତଥା ସାମଗ୍ରୀ ଘରୋଇ ତଥା ଆନ୍ତର୍ଜାତୀୟ ବଜାରରେ କାନକୁହା କଥା ତଥା ଆନୁଗତ୍ୟ ଉପରେ ବିଜୟ ଲାଭ କରିଛି| ବର୍ତ୍ତମାନ ପରିଚାଳିତ ୫୨ଟି ସ୍ଥିତି- ଯାହା ଏକୁଟିଆ ତଥା ଦୋକାନକୁ-ଦୋକାନ ଖୁଚୁରା ସାଜକୁ ନେଇ ଭାରତରେ ପ୍ରତ୍ୟେକ କୋନ ଅନୁକୋଣରେ ଏହି ବ୍ରାଣ୍ଡ ସହିତ ଏକ ସୁଦୃଢ ଅନଲାଇନର ଉପସ୍ଥିତିକୁ ସୁନ୍ଦର ଭାବରେ ଅବସ୍ଥାପିତ କରିପାରିଛି| କାମ ଆୟୁର୍ବେଦର ବିଶ୍ବସନୀୟତାକୁ ନେଇ ଆୟୁର୍ବେଦିୟ ଚେରମୂଳୀ ତଥା ନିଜସ୍ବ ସୌନ୍ଦର୍ଯ୍ୟ ସାଧନର ସମ୍ଭାରକୁ ଏକ ବିରାତ ଗୋଷ୍ଠୀଙ୍କ ପାଖରେ ପହଞ୍ଚାଇବାର ପ୍ରୟସ କରିଛି ତଥା ଏହି ବ୍ରାଣ୍ଡ୍ ର ପୋଷଣୀୟତା ଓ ବ୍ୟବସାୟିକ ଦାୟିତ୍ବର ପ୍ରତିଶ୍ରୁତିବଦ୍ଧତାକୁ ମଧ୍ୟ ବଜାୟ ରଖିଛି| ଏଥିରେ ଭରି ରହିଥିବା ସାମଗ୍ରୀକ ଶୁଦ୍ଧତା ତଥା ଆୟୁର୍ବେଦିୟ ପ୍ରସ୍ତୁତି ପ୍ରଣାଳୀର ସାମର୍ଥ୍ୟତା ଉପରେ ଅଧିକ ଆକର୍ଷଣୀୟକୁ ଗୁରୁତ୍ବ ଦେବା ସହିତ ଅତି ଉଚ୍ଚ ମାନର ଗୁନବତ୍ତା ତଥା ମନଲୋଭା ସାମଗ୍ରୀର ବିଶୁଦ୍ଧତା, ସନ୍ତୁଳିତ, ବିଭିନ୍ନ ଶ୍ରେଣୀୟ ଫଳପ୍ରଦରେ ଗୁଣଗୁଡିକ ଲାଗି କରି ରହିଛି|ଶୁଦ୍ଧ, ପ୍ରାକୃତିକ ତଥା ଜୈବ ଉପାଦାନରେ ପ୍ରସ୍ତୁତ ଏକ ପୁରସ୍କାର ବିଜେତା ଏହି ପ୍ରିମିୟମ ସମ୍ଭାର ଶତପ୍ରତିଶତ ଶାକାହାରି ଏବଂ ବହୁ ପରିମାଣରେ ଶାକାହାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ| ଆରମ୍ଭ ହେବା ଦିନଠାରୁ ଏହାର ଅତି ଉଚ୍ଚ ଗୁଣବତ୍ତା, ପ୍ରଭାବଶାଳୀ ଏବଂ ସୁଗନ୍ଧିତ ପ୍ୟାକେଜ ସାମଗ୍ରୀ, ଅନେକ ପ୍ରଶଂସାକୁ ସାଉଁଟି ପାରିଛି ଯାହା ମଧ୍ୟରେ ରହିଛି ୨୦୧୮ରେ “ଭୋଗେ” ଦ୍ବାରା ପ୍ରଦାନ କରାଯାଇଥିବା “ବେଷ୍ଟ ହୋମଗ୍ରୋନ୍ ବ୍ରାଣ୍ଡ” ରେ ପୁରସ୍କୃତ ସହିତ ଏଭଳି ଏକ ସୁନ୍ଦର ମୂହୁର୍ତ୍ତରେ ନିଜର ମତ ରଖି ପ୍ରତିଷ୍ଠାତା ଏବଂ ମୁଖ୍ୟ ପରିଚାଳକ ବିବେକ ସାହାଣୀ କହିଲେ, “ଓଡିଶାରେ ଆମେ ପାଦ ରଖିବା ସହିତ ଆମ ସାମଗ୍ରୀର ପ୍ରାକୃତିକତା, ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟର ନିରାକରଣ ସେହି ସାଂସ୍କୃତିକ ପରମ୍ପରାକୁ ଉପସ୍ଥାପିତ କରିପାରିଥିବାରୁ ଆମେମାନେ ବାସ୍ତବରେ ନିଜକୁ ତୃପ୍ତ ମନେକରୁଛୁ|

kama ayurvedic store 1ଓଡିଶା ସୁଚନାପ୍ରଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଏକ ଦ୍ରୁତ ପ୍ରଗତିଶୀଳ କେନ୍ଦ୍ରବିନ୍ଦୁ ହେବା ସହିତ ଗୋଟିଏ ବିଶାଳ ଯୁବ ବର୍ଗ ଯେଉଁମାନେ କି ଅଧୁନା ଗତିବିଧି ତଥା ବ୍ୟବହୃତ ସାମଗ୍ରୀକୁ ନେଇ ସବୁବେଳେ ସଚେତନ, ସେମାନଙ୍କୁ ସାମିଲ କରିପାରିଛି| ଆମର ଦୃଢ ବିଶ୍ବାସ ଭୁବନେଶ୍ବରର ପ୍ରିୟ ଗ୍ରାହକଙ୍କ ପାଖରେ ଆମର ଉତ୍ପାଦନର ବିଶ୍ବସନୀୟତା ତଥା ଶୁଦ୍ଧତା ଆଦୃତ ଲାଭ କରିପାରିବ|କୁମକୁମାଦୀ ଭଳି ଆଶ୍ଚୋର୍ଯ୍ୟଜନକ ସୌନ୍ଦର୍ଯ୍ୟ ସାଧନକାରୀ ତରଳ ପଦାର୍ଥ, କେଶର ଟିକିନିଖି ଚିକିତ୍ସା ପାଇଁ ବ୍ରିଙ୍ଗାଦି, ଶୁଦ୍ଧ ଗୋଲାପି ଜଳ ତଥା ନବଯୌବନ ପ୍ରଦାନକାରୀ ଆୟୁର୍ବେଦିୟ ରାତ୍ରି ବ୍ୟବହୃତ କ୍ରିମ ଭଳି ଆମର ଅଧିକ ବିକ୍ରୟ ହେଉଥିବା ବିଶେଷ ଧରଣର ସାମଗ୍ରୀକୁ କିଣିବା ସମୟରେ ଓଡିଶାର ପୃଷ୍ଠପୋଷକମାନେ ଏବେ ଆମ ବ୍ରାଣ୍ଡର ଏକ ଉଷ୍ଣ ତଥା ମନଲୋଭା ସେବାର ଅଭିଜ୍ଞତା ପାଇପାରିବେ|

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>