ନୃତ୍ୟରେ ଜୀବନକୁ ନେଇ ଭିନ୍ନ ସ୍ବାଦର ଓଡିଆ ଫିଲ୍ମ କ୍ରିଷ୍ଣା

ଭୁବନେଶ୍ବର : କାହାଣୀର ନାୟକ କ୍ରିଷ୍ନା ଜଣେ ଗରୀବ ଘରର ପିଲା୤ ତାର ସ୍ବପ୍ନହେଲା ନୃତ୍ୟ୤ ଗାଁରେ କିନ୍ତି ତାର ମୁଲ୍ୟକୁ କେହି ବୁଝନ୍ତି ନାହିଁ୤ ଶେଷରେ ଗାଁର ଟାହିଟାପରାକୁ ସହି ନପାରି ବାଧ୍ୟ ହୋଇ ନିଜର ପରିଚୟ ତିଆରି କରିବାକୁ ସହରକୁ ଆସେ୤ ସେଠି ବି ତାର ପରିସ୍ଥିତି ସେଇଆ ହୁଏ୤ ଦାରିଦ୍ରତା ପାଇଁ ତାକୁ କେଉଁଠିବି ସୁଯୋଗ ମିଳେନି୤ କିନ୍ତୁ ପରିସ୍ଥିତି ବଦଳେ୤ ଦୁନିଆରେ କିଛି ଭଲ ଲୋକ କ୍ରିଷ୍ନାକୁ ମିଳନ୍ତି୤ ସେମିତି କିଛ୍ଇ ମଣିଷ ମାନଙ୍କୁ ନେଇ ସେ ତିଆରି କରେ ସ୍ବତନ୍ତ୍ର ପରିଚୟ ଏବଂ ଓଡିଶା ପାଇଁ ପାଲଟେ ଗର୍ବ ଓ ଗୌରବ୤
ଏମିତି କାହାଣୀକୁ ନେଇ ଏକ ଭିନ୍ନ ସ୍ବାଦର ଓଡିଆ ଫିଲ୍ମର ଆରମ୍ଭ ହୋଇଯାଇଛି୤ ଯାହା ବିଷୟରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫିଲ୍ମର କର୍ମକର୍ତ୍ତା ମାନେ୤

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>