ଲେଡିସ୍ ଡିଜାଇନିଂ ଷ୍ଟୁଡିଓ ‘ରୁମାନୀ’ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପଟିଆଠାରେ ଲେଡିସ୍ ମାନଙ୍କ ପାଇଁ ଏକ ଡିଜାଇନିଂ ଷ୍ଟୁଡିଓ ‘ରୁମାନୀ’ ଉଦଘାଟିତ ହୋଇଯାଇଛି। ଏଥିରେ ଓଡିଶାର ପରମ୍ପରାକୁ ଆଖିରେ ରଖି ପଟ୍ଟଚିତ୍ରଠାରୁ ଆରମ୍ଭ କରି କଲମକାରୀ ଏପରି ନୂତନଧରଣର ରୂପରେଖ ଦେବାକୁ ଚେଷ୍ଟା କରିଛନ୍ତି ଏହାର ପ୍ରତିଷ୍ଠାତା ଡିଜାଇନର୍ ମମତା ଦାସ। ଏଠାରେ ବିଭିନ୍ନ ଡିଜାଇନିଙ୍ଗର ଲେଡିସ୍ କୁର୍ତ୍ତି, ଶାଢୀ, ଟପ୍ସ, ଚୁଡିଦାର ଇତ୍ୟାଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଅଛି। ଏହି ଉଦଘାଟନୀ ଅବସରରେ ଶ୍ରୀମତି ଜୋସ୍ନା ଦେବୀ, ଇନ୍ଦୁ ଦାସ, ଶ୍ରୀ ଜଗଦୀଶ ମଦରାଜ, ଶ୍ରୀ କାହ୍ନୁଚରଣ ଦାସ, ରଞ୍ଜିତା ଦାସ ଏବଂ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

IMG_20190429_182832

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>