ଝାରସୁଗୁଡ଼ାରୁ ଜୁନ ପହିଲାରୁ ଭୁବନେଶ୍ବର ଓ ରାୟପୁରକୁ ଉଡ଼ିବ ବିମାନ, ଉଡାନ ଯୋଜନାରେ ଏଲାଇନ୍ସ ଏୟାର ବିମାନ ସେବା ଯୋଗାଇବ, ଝାରସୁଗୁଡ଼ାରୁ ଭୁବନେଶ୍ବର ଦିନ ୧୦ଟା ୫୫ରେ ଉଡ଼ାଣ ଭରିବ ବିମାନ, ଝାରସୁଗୁଡ଼ାରୁ ରାୟପୁର ସଂଧ୍ୟା ୫ଟା ୩୦ରେ ଉଡ଼ାଣ ଭରିବ ବିମାନ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>