ଶୁକ୍ରବାର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ଆସନ୍ତୁ ଜାଣିବା କାହାକୁ କେଉଁ ବିଭାଗ ମିଳିଛି
ନୂଆଦିଲ୍ଲୀ: ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ ରାଷ୍ଟମନ୍ତ୍ରୀ(ସ୍ବାଧୀନ) ଭାବେ ନିଆଯାଇଛି। ଶପଥ ନେବାର ଦିନକ ପରେ ଅର୍ଥାତ୍ ଶୁକ୍ରବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟାଯାଇଛି। ଆସନ୍ତୁ ଜାଣିବା କାହାକୁ କେଉଁ ବିଭାଗ ମିଳିଛି।
କ୍ୟାବିନେଟ୍
ଗୃହ – ଅମିତ ଶାହ
ରେଳ- ପିୟୁଷ୍ ଗୋଏଲ୍
ପ୍ରତିରକ୍ଷା – ରାଜନାଥ ସିଂହ
ଅର୍ଥ – ନିର୍ମଳା ସୀତାରାମନ
ବୈଦେଶିକ ବ୍ୟାପାର -ଏସ୍.ଜୟଶଙ୍କର
ଆଇନ – ରବିଶଙ୍କର ପ୍ରସାଦ
ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା – ପ୍ରକାଶ ଜାଭଡେକର
ମହିଳା ଏବଂ ଶିଶୁ ବିକାଶ – ସ୍ମୃତି ଇରାନୀ
ସଡକ ଏବଂ ପରିବହନ – ନୀତିନ ଗଡଗରୀ
ପେଟ୍ରୋଲିୟମ୍ -ପ୍ରାକୃତିକ ବାଷ୍ପ ଓ ଇସ୍ପାତ – ଧର୍ମେନ୍ଦ୍ର ପ୍ରଧାନ
ସ୍ବାସ୍ଥ୍ୟ – ଡା.ହର୍ଷବର୍ଦ୍ଧନ
ଆଦିବାସୀ କଲ୍ୟାଣ – ଅର୍ଜୁନ ମୁଣ୍ଡା
କୃଷି -ନରେନ୍ଦ୍ର ସିଂହ ତୋମାର
ସାମାଜିକ ନ୍ୟାୟ -ଥାଓ୍ବାର ଚାନ୍ଦ୍ ଗେହଲଟ୍
ଖାଦ୍ୟ – ରାମବିଳାଶ ପାଶଓ୍ବାନ
ସାର ଏବଂ ରସାୟନ -ଡି.ଭି ସଦାନନ୍ଦ ଗୌଡା
ଖାଦ୍ୟ ପ୍ରକ୍ରିୟାକରଣ -ହରସିମରତ୍ କୌର ବାଦଲ
ସଂଖ୍ୟାଲଘୁ ବ୍ୟାପାର-ମୁଖତାର୍ ଅବାସ୍ ନକ୍ଭି
ମାନବ ସମ୍ଭଳ ବିକାଶ -ରମେଶ ପୋଖରୀୟାଲ ‘ନିଶଙ୍କ’
ଦକ୍ଷତା ବିକାଶ -ମହେନ୍ଦ୍ର ନାଥ ପାଣ୍ଡେ
ସଂସଦୀୟ ବ୍ୟାପାର -ପ୍ରହ୍ଲାଦ ଯୋଶୀ
ଭାରି ଶିଳ୍ପ ଏବଂ ଉଦ୍ୟୋଗ -ଅରବିନ୍ଦ ସାଓ୍ବନ୍ତ
ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ପାଳନ -ଗିରିରାଜ ସିଂ
ଜଳ ,ଶକ୍ତି -ଗଜେନ୍ଦ୍ର ସିଂ ଶେଖାଓ୍ବତ୍
ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)
ଶ୍ରମ ଏବଂ ନିୟୋଜନ -ସନ୍ତୋଷ କୁମାର ଗଙ୍ଗଓ୍ବାର୍
ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ଯୋଜନା -ରାଓ ଇନ୍ଦରଜିତ୍ ସିଂ
ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି – ଶ୍ରୀପଦ ନାୟକ
ପିଏମଓ, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି -ଡ. ଜିତେନ୍ଦ୍ର ସିଂ
ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର -କିରେନ୍ ରିଜିଜୁ
ସଂସ୍କୃତି, ପର୍ଯ୍ୟଟନ -ପ୍ରହଲ୍ଲାଦ ପଟେଲ୍
ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ -ଆର୍.କେ. ସିଂ
ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ -ହରଦୀପ ପୁରୀ
ଜାହାଜ ଚଳାଚଳ, ସାର ଓ ରସାୟନ -ମନ୍ସୁଖ ମାଣ୍ଡବୀୟ
ରାଷ୍ଟ୍ର ମନ୍ତ୍ରୀ
ଇସ୍ପାତ -ଫଗନ ସିଂ କୁଲସ୍ତେ
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ -ଅଶ୍ୱିନୀ କୁମାର ଚୌବେ
ସଂସଦୀୟ ବ୍ୟାପାର, ଭାରିଶିଳ୍ପ -ଅର୍ଜୁନ ରାମ ମେଘୱାଲ
ପରିବହନ ଓ ରାଜପଥ -ଜେନେରାଲ ଭିକେ ସିଂହ
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ -କ୍ରୀଷନପାଲ ଗୁର୍ଜର
ଖାଦ୍ୟ ଯୋଗାଣ -ଦାନଭେ ରାଓସାହେବ ଦାଦାରାଓ
ଗୃହ -ଜି. କିଶନ ରେଡ୍ଡୀ
କୃଷି ଓ କୃଷକ କଲ୍ୟାଣ -ପରଷୋତ୍ତମ ରୁପାଲା
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ -ରାମଦାସ ଅଠାୱାଲେ
ଗ୍ରାମ୍ୟ ଉନ୍ନୟନ -ସାଧ୍ୱୀ ନିରଞ୍ଜନ ଜ୍ୟୋତି
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ -ବାବୁଲ ସୁପ୍ରିଓ
ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ -ସଂଜୀବ ବାଲ୍ୟାନ
ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ-ଧୋତ୍ରେ ସଂଜୟ ସାମରାଓ
ଅର୍ଥ, କର୍ପୋରେଟ ଆଫେୟାର୍ସ -ଅନୁରାଗ ଠାକୁର
ରେଳ -ଅଙ୍ଗଡି ସୁରେଶ ଚାନ୍ନାବାସାପା
ଗୃହ -ନିତ୍ୟାନନ୍ଦ ରାୟ
ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ -ରତନ ଲାଲ କାଟାରିଆ
ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର -ଭି. ମୁରଲୀଧରନ
ଆଦିବାସୀ ବ୍ୟାପାର -ରେଣୁକା ସିଂହ ସାରୁତା
ବାଣିଜ୍ୟ ଓ ଶିଳ୍ପ -ସୋମ ପ୍ରକାଶ
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ -ରାମେଶ୍ୱର ତେଲି
ଏମଏସଏମଇ, ପ୍ରାଣୀ ଓ ଗୋ ସଂପଦ, ମତ୍ସ୍ୟ ସଂପଦ -ପ୍ରତାପ ଷଡ଼ଙ୍ଗୀ
କୃଷି ଓ କୃଷକ କଲ୍ୟାଣ – କୈଳାସ ଚୌଧୁରୀ
ମହିଳା ଓ ଶିଶୁ ବିକାଶ – ଦେବଶ୍ରୀ ଚୌଧୁରୀ