କେନ୍ଦ୍ର ସରକାରଙ୍କ ଦୁର୍ନୀତି ବିରୋଧରେ ଏକ ବଡ଼ ପଦକ୍ଷେପ : ୧୨ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦୁର୍ନୀତି ବିରୋଧରେ ଏକ ବଡ଼ ପଦକ୍ଷେପ ନେଇ ୧୨ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ କେତେକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ମଧ୍ୟ ଅଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନଙ୍କ ତାଲିକାର ସବୁଠାରୁ ଉପରେ ରହିଛନ୍ତି ଜଣେ ଯୁଗ୍ମ କମିଶନର ପାହ୍ୟାର ଅଧିକାରୀ । ଏହି ତାଲିକାରେ ନୋଇଡାରେ ଅବସ୍ଥାପିତ ଜଣେ ବରିଷ୍ଠ ଆଇଆରଏସ ଅଫିସର ଅଛନ୍ତି ଯିଏକି ଦୁଇଜଣ ମହିଳା ଆଇଆରଏସ ଅଧିକାରୀଙ୍କୁ ଯୌନ ନିର୍ଯ୍ୟାତନା ଦେବାର ଅଭିଯୋଗ ଆସିଥିଲା ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>