ପାକିସ୍ତାନ ଉପରେ ଉଡ଼ିବନି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ବିମାନ, ଭାରତର ଅନୁରୋଧ ସତ୍ତ୍ବେ ଉଡ଼ାଣ ପାଇଁ ଅନୁମତି ଦେଲାନି ପାକିସ୍ତାନ, ଓମାନ ଓ ଇରାନ ଦେଇ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ ଯିବ ବିମାନ, ବିଶକେକ୍‌ରେ ସାଂଘାଇ ସହଯୋଗ ସଂଘ ସମ୍ମିଳନୀରେ ଯୋଗଦେବେ ମୋଦି, କାଲିଠାରୁ ୨ ଦିନିଆ ଗସ୍ତରେ କିର୍ଗିଜ୍‌ସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦି

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>