ପୋଲିସ ମାଓବାଦୀ ଗୁଳିବିନିମୟରେ ଟଳି ପଡିଲେ ଦୁଇ ସଶସ୍ତ୍ର ମାଓବାଦୀ

ଛତିଶଗଡ: ପୋଲିସ ମାଓବାଦୀ ଗୁଳିବିନିମୟ ସମୟରେ ଟଳି ପଡିଲେ ଦୁଇ ସଶସ୍ତ୍ର ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ସୀମାନ୍ତ ଛତିଶଗଡ ର କାଙ୍କେର ଅ଼ଞ୍ଚଳର ତଡ଼କି ଠାରେ ପୋଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ହୋଇଥିଲେ ଏଥିରେ ଡିଆଜିପି ପି.ସୁନ୍ଦର୍ ରାଜ୍ ନିଜେ ଉପସ୍ଥିତ ରହି ଏହି ‘ଆଣ୍ଟି ନକ୍ସଲାଇଟ୍’ ଅପରେଶନ କରିବାରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>