ଏଏମ୍‌ ମ୍ୟୁଜିକ ଏକାଡେମୀର ଉଦ୍‌ଘାଟନ

ଭୁବନେଶ୍ବର : ଅମରେନ୍ଦ୍ର ମହାନ୍ତି ମ୍ୟୁଜିକ୍‌ ଏକାଡେମୀର ଉଦ୍‌ଘାଟନୀ ଉତ୍ସବ ଆଜି ସ୍ଥାନୀୟ ନିଳାଦ୍ରୀ ବିହାର ସ୍ଥିତ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି୤ ପ୍ରସିଦ୍ଧ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ୤amm music academy (2) amm music academy (3)

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>