ତନିସ୍କ ପକ୍ଷରୁ ରିଭାହ୍ ସମ୍ଭାର ଓ ଏହି ଋତୁର ଅନ୍ୟତମ ସିଜନ୍‌ ଅହଲ୍ୟା କଲେକ୍ସନର ବଜାର ପ୍ରବେଶ

ଭୁବନେଶ୍ୱର: ଭାରତର ବିଶ୍ୱସନୀୟ ଗହଣା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା| ଏହି କାର୍ଯ୍ୟକ୍ରମରେ ତନିସ୍କର ରିଭାହ୍ ସମ୍ଭାର ଓ ଏହି ଋତୁର ଅନ୍ୟତମ ସିଜନ୍‌ ଅହଲ୍ୟାକୁ ପ୍ରଦର୍ଶିତ କରାଯାଇଛି| ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ତନିସ୍କର ଏଭିପି ଶ୍ରୀଯୁକ୍ତ ଅରୁଣ ନାରାୟଣ| ଏହି ଅବସରରେ ଶ୍ରୀ ନାରାୟଣ କହିଛନ୍ତି ଯେ, “ତନିସ୍କରେ ଆମେ ସମସ୍ତ ଗ୍ରାହକଙ୍କ ପାଇଁ କାର୍ଯ୍ୟ କରୁ| ସେମାନଙ୍କ ତନିସ୍କ ଉପରେ ବିଶ୍ୱାସ ହିଁ ଆମକୁ ଆଜି ସଫଳତା ପ୍ରଦାନ କରିଛି, ଏଥିପାଇଁ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବା ଆମର ଲକ୍ଷ୍ୟ|”

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>