ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ 6 କୋଟି 97 ଲକ୍ଷ 15 ହଜାର ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଜବତ କଲା ଭିଜିଲାନ୍ସ

ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ 6 କୋଟି 97 ଲକ୍ଷ 15 ହଜାର ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଜବତ କଲା ଭିଜିଲାନ୍ସ । ଆୟଠାରୁ 221% ଅଧିକ ସମ୍ପତ୍ତି ଠୁଳ କରିଥିଲେ ପ୍ରସନ୍ନ । 28 ତାରିଖ ଦିନ ପ୍ରସନ୍ନଙ୍କ 5ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ

Leave a Reply

Your email address will not be published. Required fields are marked *