ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁସାଗର କୂଳରେ ପୟା ଶ୍ରାଦ୍ଧ, ପିଣ୍ଡଦାନ ବନ୍ଦ I କରୋନା ସଂକ୍ରମଣ ଦୃଷ୍ଟିରୁ ଭିଡ଼କୁ ହ୍ରାସ ପାଇଁ କଟକଣା ଜାରି।

ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁସାଗର କୂଳରେ ପୟା ଶ୍ରାଦ୍ଧ, ପିଣ୍ଡଦାନ ବନ୍ଦ I କରୋନା ସଂକ୍ରମଣ ଦୃଷ୍ଟିରୁ ଭିଡ଼କୁ ହ୍ରାସ କରିବା ପାଇଁ ମନ୍ଦିର ପ୍ରଶାସନ ଓ ବିଏମସି ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *