- ନୟାଗଡ଼ ଭାପୁର କୋର୍ଟ ଆଗରୁ ଅଭିଯୁକ୍ତ ଫେରାର ଘଟଣା: ପଦ୍ମାବତୀ ଯାତ୍ରା ପଡ଼ିଆରୁ ଅଭିଯୁକ୍ତ ତପନ ରାଉତ ଗିରଫ। ଫେରାର ଘଟଣାରେ ୫ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ
- କଟକ ବଡ଼ ଡାକ୍ତରଖାନାରେ ଏ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ : ଡେଙ୍ଗୁ ରୋଗରେ କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଜଣେ ମହିଳାଙ୍କ ମୃତ୍ୟୁ, ଜୁଲାଇ ୨୭ରୁ SCB ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା