- ସୁପ୍ରିମ୍ କୋର୍ଟରେ ଜାମ୍ମୁ ଓ କାଶ୍ମୀରରୁ କଟକଣା ଉଠାଇବା ମାମଲା: କଟକଣା ହଟାଇବା ଲାଗି ନିର୍ଦେଶ ଦେବାକୁ ମନାକଲେ କୋର୍ଟ
- ହୀରାକୁଦ ଡ୍ୟାମ୍ ଜଳସ୍ତର ୬୧୭.୦୬ ଫୁଟକୁ ବୃଦ୍ଧି, ଡ୍ୟାମରୁ ପ୍ରତି ସେକେଣ୍ଡରେ ୧, ୦୭,୪୦୦ ଘନଫୁଟ ଜଳ ପଶୁଛି, ପ୍ରତି ସେକେଣ୍ଡରେ ୧୬, ୮୩୦ ଘନଫୁଟ ଜଳ ନିଷ୍କାସିତ ହେଉଛି, ଜଳଭଣ୍ଡାରର ଜଳ ଧାରଣା କ୍ଷମତା ୬୩୦ ଫୁଟ