ଉଭୟ CBI ଓ ED ମାମଲାରେ ଚିଦମ୍ବରମ୍‌ଙ୍କ ଜାମିନ ଆବେଦନ ଖାରଜ । ୨୦୦୭ରେ ମନ୍ତ୍ରୀ ଥିବା ବେଳେ ହୋଇଥିଲା INX ମିଡିଆ ଦୁର୍ନୀତି ମାମଲା । INXକୁ ୩୦୫ କୋଟିର ବିଦେଶୀ ପୁଞ୍ଜି ଦେବା ପାଇଁ ହୋଇଥିଲା ଅନିୟମିତତା, INX ମିଡିଆର ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀ ବି ମାମଲାରେ ଅଭିଯୁକ୍ତ ଅଛନ୍ତି

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>