ପିଆଜ ଦର ବୃଦ୍ଧି ରୋକିବାକୁ କଠୋର ହେଲେ କେନ୍ଦ୍ର ସରକାର: ଏ-ଗ୍ରେଡ୍‌ ପିଆଜର ସର୍ବାଧିକ ଖାଉଟି ଦର ୨୩ ଟଙ୍କା ୯୦ ପଇସା ଧାର୍ଯ୍ୟ, ନାଫେଡ ଓ NCCF ଜରିଆରେ ବି କମ୍‌ ଦରରେ ପିଆଜ ବିକିବାକୁ ନିର୍ଦେଶ,

ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦେଶ । ସରକାରୀ ଭଣ୍ଡାରରୁ ମଧ୍ୟ କିଛି ବିକ୍ରେତାଙ୍କୁ ପିଆଜ ଯୋଗାଇବାକୁ ନିଷ୍ପତ୍ତି । ଆବଶ୍ୟକ ହେଲେ ପିଆଜର ରପ୍ତାନୀ ମୂଲ୍ୟ କମାଇବେ ସରକାର

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>