୨୦ ବର୍ଷ ଜେଲ ଦଣ୍ଡ ପରେ ଗଞ୍ଜାମ କୋଦଳାର ସାଧୁ ପ୍ରଧାନଙ୍କୁ ନିର୍ଦୋଷରେ ଖଲାସ କଲେ ହାଇକୋର୍ଟ: ଏକ ହତ୍ୟା ମାମଲାରେ ସାଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ତଳ କୋର୍ଟ । ଏକ ନାବାଳକର ସାକ୍ଷ୍ୟକୁ ଭିତ୍ତି କରି ଦୋଷୀ ସାବ୍ୟସ୍ତ ହୋଇଥିଲେ ସାଧୁ, ଦୋଷୀ ସାବ୍ୟସ୍ତ ପାଇଁ ଏହା ଯଥେଷ୍ଟ ନଥିବା କହିଲେ ହାଇକୋର୍ଟ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>