ହାଓଡ଼ା ଓ ଭଦ୍ରକ ମଧ୍ୟରେ ୯ ତାରିଖରୁ ଚାଲିବ ସ୍ପେସାଲ ଟ୍ରେନ୍

ହାଓଡ଼ା ଓ ଭଦ୍ରକ ମଧ୍ୟରେ ୯ ତାରିଖରୁ ଚାଲିବ ସ୍ପେସାଲ ଟ୍ରେନ୍

08043 ହାଓଡ଼ା-ଭଦ୍ରକ ସ୍ପେସାଲ ଅପରାହ୍ନ ୩.୪୦ରେ ହାଓଡ଼ା ଛାଡ଼ିବ, ଭଦ୍ରକରେ ରାତି ୧୦.୩୫ରେ ପହଞ୍ଚିବ, ପରଦିନ ସକାଳେ ଭଦ୍ରକ ଛାଡ଼ିବ । ଭଦ୍ରକରୁ ଭୋର ୪.୫୦ରେ ବାହାରି ହାଓଡ଼ାରେ ଦିନ ୧୧.୪୫ରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *