ନନ୍ଦନକାନନରେ ଥିବା ଆଉ ମାଈ ହାତୀ ଛୁଆ ‘ଗୌରୀ’ର ମୃତ୍ୟୁ: ରାତି ୯ଟା ୫୧ ମିନିଟ୍‌ ବେଳେ ହାତୀ ଛୁଆ ‘ଗୌରୀ’ର ମୃତ୍ୟୁ ସୂଚନା । ହରପିସ୍‌ ଭାଇରସରୁ ମୃତ୍ୟୁ ହୋଇଥିବା ସୂଚନା । ୨୦୧୨ରେ ଆଠଗଡ଼ ଫରେଷ୍ଟ ଡିଭିଜନରୁ ଉଦ୍ଧାର ହୋଇଥିଲା ଗୌରୀ । ଗୌରୀକୁ ମିଶାଇ ମୋଟ୍‌ ୪ ଜଣ ହାତୀ ଛୁଆଙ୍କ ମୃତ୍ୟୁ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>