କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରେ ଆରମ୍ଭ ହେବ ଜୁନିଅର ହକି ବିଶ୍ବକପ

କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରେ ଆରମ୍ଭ ହେବ ଜୁନିଅର ହକି ବିଶ୍ବକପ | ଦର୍ଶକଙ୍କୁ ଷ୍ଟାଡିଅମ ମନା | ଜୁନିଅର ହକି ବିଶ୍ବକପରେ ଅଂଶଗ୍ରହଣ କରିବେ ୧୬ ଟିମ୍ । ଭାରତୀୟ ଟିମ୍‌ ଭୁବନେଶ୍ବରରେ ପହଞ୍ଚିଛି | 15 ତାରିଖରେ ଅନ୍ୟ ଟିମ୍‌ ଭୁବନେଶ୍ବରରେ ପହଞ୍ଚିବେ

Leave a Reply

Your email address will not be published. Required fields are marked *