ଦ୍ବାରକା ରାମଲିଳା ମଇଦାନରେ ରାବଶ ପୋଡ଼ି ଉତ୍ସବ: ରାବଣକୁ ତୀର ମାରି ବଦ୍ଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମଲୀଳା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ- ଉତ୍ସବ ଆମ ଦେଶରେ ଶିକ୍ଷା ଓ ସାମାଜିକ ଜୀବନର ଏକ ଅଂଶ । ଉତ୍ସବ ଆମକୁ ଏକଜୁଟ କରେ, ନୂଆ ଉର୍ଜା ଓ ଉତ୍ସାହ ପ୍ରଦାନ କରେ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>